ଖପ୍କିନା Khapkinā

  • ଦେ. କ୍ରି. ବିଣ. (ସଂ. କ୍ଷିପ୍ର) — ହଠାତ୍; ଅଚିରାତ୍ — Suddenly; all on a sudden
  • ଦେ. କ୍ରି. ବିଣ. (ସଂ. କ୍ଷିପ୍ର) — କୁଦାମାରି — By leaping up
  • ଦେ. କ୍ରି. ବିଣ. (ସଂ. କ୍ଷିପ୍ର) — (ଯଥା—ବିରାଡ଼ି ମୂଷାକୁ ଖପ୍କିନା ମାଡ଼ି ବସିଲା।)