ଖପରାଖିଆ Khaparākhiā

  • ଦେ. ବିଣ. (ଗାଳି) — ଅତି ଗରିବ (ଲୋକ); ଖାଦ୍ୟପାତ୍ର ନ ଥିବାରୁ ଯେ ଖପରା ଖଣ୍ଡକରେ ଭାତ ଖାଏ — Very poor (man); having not even a piece of broken earthenware to be used as a plate