ଖପରା ଖେଳିବା Khaparā kheḻibā

  • ଦେ. କ୍ରି — ପାଣିରେ ଚଟକା କରି ଖପରା ଫୋଫାଡି ଖେଳିବା (ଯେପରି ଖପରା ଖଣ୍ଡମାନ ପାଣି ଉପରେ ଡେଇଁ ଡେଇଁ ଖଣ୍ଡଦୂର ଚାଲିଯିବ) — To play at ducks and drakes on the surface of water by throwing flat small pieces of potsherd so that they go on skipping over the surface for some distance