ଖନ୍ଦା Khandā

  • ସଂ. ବି. (ସଂ. ଖନ୍ ଧାତୁ) — ଭୂମିରେ ଖୋଳା ହେବା ଗାତ — Pit made in the ground
  • ସଂ. ବି. (ସଂ. ଖନ୍ ଧାତୁ) — ଶବ ପକାଇ ମହାସତୀ—ଆପଣେ ଖନ୍ଦାଏ ଖୋଳନ୍ତି। ରାମଦାସ. ଦାର୍ଢ଼୍ୟତାଭକ୍ତି।
  • ସଂ. ବି. (ସଂ. ଖନ୍ ଧାତୁ) — ବହୁ ହାଣ୍ଡି ବସିବା ପାଇଁ ଖୋଳା ଯାଇଥିବା ଲମ୍ବ ଚୁଲି — A long trench used as an oven for setting many pots
  • ସଂ. ବି. (ସଂ. ଖନ୍ ଧାତୁ) — ଧାଡ଼ି ଧାଡ଼ି ଏକସ୍ଥାନରେ ବସିଥିବା ଚୁଲି ବା ଅହିଆ — Long pits dug in rows for cooking in order to prepare food for many on festive occasions
  • ସଂ. ବି. (ସଂ. ଖନ୍ ଧାତୁ) — ରାଜା ଓ ଦେବତାଙ୍କ ପାଇଁ ରୋଷେଇ ବା ପାକ — Cooking done for Rajas or Deties
  • ସଂ. ବି. (ସଂ. ଖନ୍ ଧାତୁ) — ଭାତ ବରତନ ଦେଇଣ ତୁମ୍ଭ କରେ କରାଇବି ନିଯୁକ୍ତ ଯୋଗଣ ଖନ୍ଦାରେ। କୃଷ୍ଣସିଂହ. ମହାଭାରତ. ବିରାଟ।
  • ସଂ. ବି. (ସଂ. ଖନ୍ ଧାତୁ) — (ସଂ. ସ୍କନ୍ଧ) ପଣକିଆରେ ଗୋଟିଏ ଧାଡ଼ି ବା ସୋପାନ — One column of the arithmetical multiplication-table
  • ସଂ. ବି. (ସଂ. ଖନ୍ ଧାତୁ) — [ଦ୍ର—ପ୍ରତି ସଂଖ୍ୟାର ପଣକିଆରେ ଏକକଠାରୁ ଦଶକ ପର୍ଯ୍ୟନ୍ତ 10 ଟି ଖନ୍ଦା ଥାଏ।] — [ଦ୍ର—ପ୍ରତି ସଂଖ୍ୟାର ପଣକିଆରେ ଏକକଠାରୁ ଦଶକ ପର୍ଯ୍ୟନ୍ତ10ଟି ଖନ୍ଦା ଥାଏ]