ଖନ୍ଦାଶାଳ Khandāṡāḻa

  • ଦେ. ବି — ରାଜା ଓ ଦେବତାଙ୍କ ପାକ ଗୃହ — The cook room of a king or a Deity
  • ଦେ. ବି — ବିବାହାଦି ଉତ୍ସବରେ ଯେଉଁ ଅଗଣାରେ ଖନ୍ଦା ବା ଳମ୍ବ ଚୁଲି ଖୋଳା ହୋଇଥାଏ ଓ ଯାହା ଉପରେ ଛାମୁଣ୍ଡିଆ ହୋଇଥାଏ — A courtyard in which pit like long ovens are made on festive occasion and which courtyard is shaded with branches