ଖନ୍ଦା ଘର Khandā ghara

  • ଦେ. ବି — ଖନ୍ଦାଶାଳ (ଦେଖ) — Khandāṡāḻa (See)
  • ଦେ. ବି — ଦ୍ରୌପଦୀ ଆସୁ ଆସୁ ଭୀମଙ୍କୁ ଦେଖିଲେ ବିରାଟ ଖନ୍ଦାଘରେ ଛିଡ଼ା ହୋଇଥିଲେ। କୃଷ୍ଣସିଂହ. ମହାଭାରତ. ବିରାଟ।