ଖଦ୍ (ଧାତୁ) Khad (root)

  • ସଂ — ଦୃଢ଼ ହେବା — To be steady or firm
  • ସଂ — ଆଘାତ କରିବା — To strike or hurt
  • ସଂ — ହତ୍ୟା କରିବା — To kill