ଖଦିରିକା Khadirikā

  • ସଂ. ବି. (ଖଦ ଧାତୁ=ହିଂସା କରିବା+ଇର+କ+ସ୍ତ୍ରୀ ଆ) — ଲଜ୍ଜାଳୁ ଲତା — Mimosa Pudica (creeper)
  • ସଂ. ବି. (ଖଦ ଧାତୁ=ହିଂସା କରିବା+ଇର+କ+ସ୍ତ୍ରୀ ଆ) — ଲାକ୍ଷା; ଜଉ — Shell lac