ଖତାଇବା Khatāibā
- ଦେ. କ୍ରି — ମୁଖ ଜିହ୍ୱା ଓ ଦନ୍ତ ଆଦିର ବିକୃତ ଭଙ୍ଗି କରି ଅନ୍ଯ ବ୍ଯକ୍ତିକୁ ପରିହାସ କରିବା; ଖତାଇହେବା — To make faces by distorting the mouth, tongue and teeth for testing another person; to grimace
- ଦେ. କ୍ରି — ରାବଣ ମୁଖରୁ ନନ୍ଦୀ ଏ ବଚନ ଶୁଣି ବୋଇଲେ ରେ ଆମ୍ଭଙ୍କୁ ଖତାଉ ବିଂଶପାଣି—ବିଶ୍ୱନାଥ, ବିଚିତ୍ରରାମାୟଣ।