ଖଣ୍ଡେଦୂର Khaṇḍedūra

  • ଦେ. ବି — ଅଳ୍ପ ଦୂରତ୍ୱ; ସାମାନ୍ୟ ଦୂରତ୍ୱ — A small distance
  • ଦେ. ବିଣ — ଅଳ୍ପ ଦୂରବର୍ତ୍ତୀ; କିଛି ଦୂରରେ ସ୍ଥିତ — A little distant; situated at a small distance
  • ଦେ. କ୍ରି. ବିଣ — ସାମାନ୍ୟ ଦୂରତ୍ୱ ପର୍ଯ୍ୟନ୍ତ; କିଛିଦୂର — Up to a small distance
  • ଦେ. କ୍ରି. ବିଣ — ଖଣ୍ଡେଦୂର ଯାଇଁ ଦେଖିଲେ ଭୂପତି ଭୂତଳେ ଏକ ସୁନ୍ଦରୀ। ରାଧାନାଥ, ଉର୍ବଶୀ।
  • ଦେ. କ୍ରି. ବିଣ — ଅଂଶତଃ — Partially; in part
  • ଦେ. କ୍ରି. ବିଣ — ଅଳ୍ପ ଦୂରରେ — A little way off; at a short distance