ଖଣ୍ଡିହେବା Khaṇḍihebā

  • ଦେ. (ପ୍ରାଚୀନ ପଦ୍ଯ) କ୍ରି. (ସଂ. ଖଣ୍ଡ ଧାତୁ) — ହାଣିହେବା — To be cut
  • ଦେ. (ପ୍ରାଚୀନ ପଦ୍ଯ) କ୍ରି. (ସଂ. ଖଣ୍ଡ ଧାତୁ) — ବିଂଶ ପରାର୍ଦ୍ଧ ତହିଁ ପଦାତି ଖଣ୍ଡି ହୋଇ ବହୁବାର ପ୍ରୟୋଗେ ସେ। ଭ଼ଞ୍ଜ. ବୈଦେହୀଶବିଳାସ।