ଖଣ୍ଡିବା Khaṇḍibā

  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ନାଶ କରିବା — To destroy
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ଖଣ୍ଡଇନ୍ଦୁଶେଖରା, ଖଣ୍ଡ ମୋ କ୍ଳେଶଭାରା। ନୀଳମଣି, ଭକ୍ତିଧାରା।
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ଛେଦନ କରିବା; କାଟିବା; ହାଣିବା — To cut
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — କତୁରୀରେ ଅଳକାକୁ ନୂତନ ଖଞ୍ଜିଛି। ଭଞ୍ଜ ଲାବଣ୍ୟବତୀ।
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ଖଣ୍ଡିତ ବା ଛେଦିତ ହେବା — To be cut off; to be dispelled
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — କହ ଏହାର ହେତୁ କର୍ମ, ଯେଣେ ଖଣ୍ଡଇ ଭବଭ୍ରମ। ଭୂପତି ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ହରଣ କରିବା — To undo
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ଦୂର କରିବା — To remove; to take away
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — (ଅନୁଷ୍ଠାନ) ବିଘ୍ନ କରିବା — To obstruct or to put obstacles to
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — ଭାଙ୍ଗିବା — To break
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — (ବିପଦ) ବାରଣ କରିବା — To thwart (a danger)
  • ଦେ. କ୍ରି. (ସଂ. ଖଣ୍ଡ ଧାତୁ) — (ଦୁଃଖ) ନିରାକରଣ କରିବା — To enable one to evade (a danger)