ଖଣ୍ଡିତା Khaṇḍitā
- ସଂ. ବିଣ. ସ୍ତ୍ରୀ—(ଖଣ୍ଡିତ+ସ୍ତ୍ରୀ. ଆ) — ଖଣ୍ଡିତର ସ୍ତ୍ରୀଲିଙ୍ଗ — Feminine of Khaṇḍita
- ସଂ. ବିଣ. ସ୍ତ୍ରୀ—(ଖଣ୍ଡିତ+ସ୍ତ୍ରୀ. ଆ) — କାବ୍ୟାଦିବର୍ଣ୍ଣିତ ଆଠ ଶ୍ରେଣୀର ନାୟିକା ମଧ୍ୟରୁ ଏକ; ଯେଉଁ ନାୟିକାର ନାୟକ ଅନ୍ଯ ସ୍ତ୍ରୀ ପ୍ରତି ଆସକ୍ତ ହୋଇ ଥାଏ; ଯେଉଁ ନାୟିକାର ପତି ଅନ୍ଯ ସ୍ତ୍ରୀସଂଭୋଗଚିହ୍ନ— ଚିହ୍ନିତ ହୋଇ ନାୟିକା ନିକଟକୁ ଆସିବାରୁ ନାୟିକା ଏବଂଭୂତ ନାୟକକୁ ଦେଖି ଈର୍ଷାକଷାୟିତା ହୁଏ — One of the 8 classes of heroines of Hindu novels and dramas; a disappointed mistress; a jealous woman whose lover is found by her carrying on his person indications of having enjoyed the company of another lady