ଖଣ୍ଡିତ Khaṇḍita

  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଖଣ୍ଡଖଣ୍ଡ ହୋଇ କର୍ତ୍ତିତ — Cut into pieces; chopped
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଛିନ୍ନବିଚ୍ଛିନ୍ନ — Torn to pieces
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ବିନାଶିତ — Destroyed; annihilated
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — କ୍ଷୟିତ — Decayed
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଯୁକ୍ତିଦ୍ୱାରା ନିରାସିତ — Refuted by argument; controverted; successfully met or answered
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଅଦଲ କରା ଯାଇଥିବା — Nullified; set at naught
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଅନାଦୃତ; ପରିତ୍ୟକ୍ତ — Abandoned; disregarded
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ପୁଂ—ନିରାଶ; ବିଫଳକାମ — Disappointed
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଯାହା ପୂର୍ଣ୍ଣମାତ୍ରାରେ ନିଷ୍ପନ୍ନ ନ ହେଉଣୁ ବନ୍ଦ କରାଯାଏ — Broken at the middle; not completed; discontinued
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ଯେଉଁ ବିଗ୍ରହର କୌଣସି ଅଙ୍ଗ କଟିଯାଇ ଥାଏ — Mutilated (image)
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ବିରୁଦ୍ଧ ପ୍ରମାଣଦ୍ୱାରା ନିରାକୃତ — Refuted; rebutted by evidence
  • ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) — ବିଘ୍ନ ବା ବାଧାପ୍ରାପ୍ତ — Obstructed