ଖଣ୍ଡିକୁହା Khaṇḍikuhā

  • ଦେ. ବିଣ — ଯେ ଅନ୍ୟର ମର୍ମକୁ ବାଧିବା ଭଳି କଥା କହେ; ଯେ ଛିଗୁଲାଇ କରି ଅନ୍ୟକୁ କଥା କହେ — One who by his speech wounds the feelings of others
  • ଦେ. ବିଣ — ଯେ ପରିସ୍ଫୁଟ କରି କଥା କହି ପାରେ ନାହିଁ; ଖନା — One who can not talk clearly or fluently; lisping; stammering
  • ଦେ. ବି — ଛିଗୁଲା କଥା; ମର୍ମନ୍ତୁଦ ବାକ୍ୟ — Speech or words wounding the feelings of others
  • ଦେ. ବି — ଅପରିସ୍ଫୁଟ ବା ଅସମ୍ପୂର୍ଣ୍ଣ ବାକ୍ୟ — Broken words; lisping words
  • ଦେ. ବି — ଖନା କଥା — Stammering speech