ଖଣ୍ଡିକାଶ Khaṇḍikāṡa

  • ଦେ. ବି — ଧୀରେ ଧୀରେ ଉପର୍ଯ୍ୟୁପରି କାଶିବା; ସାମାନ୍ୟ କାଶ; ଖୁଁ ଖୁଁ କାଶ — Slight repeated coughing