ଖଣ୍ଡିଉଡ଼ା Khaṇḍiuṟḍ̠ā

  • ଦେ. ବି — ପକ୍ଷିଶାବକ ବା କ୍ଷୁଦ୍ର ପକ୍ଷବିଶିଷ୍ଟ ପକ୍ଷୀମାନଙ୍କର ସାମାନ୍ୟଭାବରେ ଉଡ଼ିବା (ଅର୍ଥାତ ସଂପୂର୍ଣ୍ଣରୂପେ ଉଡ଼ି ପାରୁ ନ ଥିବା ଯୋଗୁଁ ଖଣ୍ଡଦୂର ବାଟ ଉଡ଼ି ବିଶ୍ରାମ ନେଇ ପୁଣି ଉଡ଼ିବା) — Incomplete flying of fledglings and small-winged birds
  • ଦେ. ବି — କେତେବେଳେ ଡେଣା ମେଲାଇ ଖଣ୍ଡିଉଡ଼ା ଦେଲା ପରି ଚାଲେ— ଫକୀରମୋହନ, ଛଅମାଣଆଠଗୁଣ୍ଡ।