ଖଣ୍ଡିଉଡ଼ା ଦେବା Khaṇḍiuṟḍ̠ā debā
- ଦେ. କ୍ରି — (ପକ୍ଷୀଛୁଆ ବା ଛୋଟ ପକ୍ଷବିଶିଷ୍ଟ ଚଢ଼େଇ) ସମ୍ପୂର୍ଣ୍ଣରୂପେ ଉଡ଼ି ନ ପାରୁ ଥିବାରୁ ଖଣ୍ଡଦୁର ବାଟ ଉଡ଼ିଯିବା ପରେ ବସିଯାଇ ପୁଣି ଉଡ଼ିବା — To fly for a small distance and then take rest and then fly and so on alternately (said of half fledged birds)
- ଦେ. କ୍ରି — ଇନ୍ଦ୍ରଧନୁଖଣ୍ଡ—ପ୍ରାଏ ଖଣ୍ଡିଉଡ଼ା ଦେଇ ବୁଲେ ବାଲିଶୁଆ— ରାଧାନାଥ, ପାର୍ବତୀ।