ଖଣ୍ଡିଆଳି Khaṇḍiāḻi

  • ଦେ. ବିଣ — ବିରୋଧୀ (ନନ୍ଦ) — Opposing
  • ଦେ. ବିଣ — ପର୍ବତ ଚୂର ଗଲେ ତାହାଙ୍କ ଦେହେ ପଡ଼ି କାଳସର୍ପ ସଙ୍ଗେ ତୁମ୍ଭେ ନୁହ ଖଣ୍ଡିଆଳି—ସାରଳା, ମହାଭାରତ, ଆଦି।