ଖଣ୍ଡାଧରା Khaṇḍādharā

  • ଦେ. ବିଣ—(ସଂ. ଖଡ୍ଗଧାରୀ) — ଖଣ୍ଡା ଧରି ଯୁଦ୍ଧ କରିବା (ଯୋଦ୍ଧା); ଖଡ୍ଗଧାରୀ — (warrior) Having a sword
  • ଦେ. ବି — ଖଡ୍ଗଧାରୀ ଯୋଦ୍ଧା — Swordsman
  • ଦେ. ବି — ଖଣ୍ଡାଧାରୀମାନଙ୍କ ମୁଣ୍ଡ ଚଣ୍ଡା ଚଣ୍ଡା—କୃଷ୍ଣସିଂହ. ମହାଭାରତ. ବନ।