ଖଣ୍ଡାଖାଈ Khaṇḍākhāī

  • ଦେ ବି. ସ୍ତ୍ରୀ (ଗାଳି) — ଦୁଷ୍ଟା ସ୍ତ୍ରୀ — A virago; a wicked woman
  • ଦେ ବି. ସ୍ତ୍ରୀ (ଗାଳି) — [ଦ୍ର—ଏହି ଗାଳି ସଙ୍ଗେ ମଣ୍ଡାଗିଳୀ ଶଦ୍ଦ ମଧ୍ୟ ଯୁକ୍ତ ହୋଇ ବ୍ଯବହୃତ ହୁଏ।]