ଖଣ୍ଡାଖପର Khaṇḍā khapara

  • ଦେ. ବି. (ସହଚର; ସଂ. ଖଡଗ+ଖର୍ପର) — ଖଡ୍ଗ ଓ ମନୁଷ୍ୟମୁଣ୍ଡର ଖୋଳପା (ଯାହା କାଳୀ ଠାକୁରାଣୀ ଦୁଇହାତରେ ଧରି ଥାଆନ୍ତି) — Sword and human skull held by Goddess Kāḻī