ଖଣ୍ଡାଉଞ୍ଚାଇବା Khaṇḍā un̄chāibā

  • ଦେ. କ୍ରି.—(ସଂ. ଖଡ୍ଡ+ଉତ୍ତୋଳନ) — ଅନ୍ଯ ବ୍ଯକ୍ତିକୁ ଆକ୍ରମଣ ବା ଆଘାତ କରିବା ନିମନ୍ତେ ଖଣ୍ଡାକୁ ଉଠାଇବା — To lift a sword for action