ଖଣ୍ଡପରଶୁ Khaṇḍaparaṡu

  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ଯେ ଶତ୍ରୁମାନଙ୍କୁ ପରଶୁଦ୍ୱାରା ଖଣ୍ଡ ଖଣ୍ଡ କରିଥିଲେ
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ପରଶୁରାମ; ଜାମଦଗ୍ମ୍ୟ — Paraṡurāma
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ଶିବ; ମହାଦେବ — God Ṡiba
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ଖଣ୍ଡପରଶୁମୋହନା ଖଣ୍ଡପରଷା ବଚନକୁ କହ। କବିସୂର୍ଯ୍ୟ. ଢୁମ୍ପା ଗୀତ।
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ଚୂର୍ଣ୍ଣ ଲେପନକାରୀ ବ୍ଯକ୍ତି — One who anoints or spreads unguents and fragrant powders
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ରାହୁ — The Ascending Node
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ଭଗ୍ନଦନ୍ତ ହସ୍ତୀ — An elephant whose tusk has been broken
  • ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) — ବିଷ୍ଣୁ — Bishṇu. (M.W.)