ଖଣ୍ଡଗିରି Khaṇḍagiri
- ସଂ. ବି ( 6 ଷ୍ଠୀ ତତ୍; ପୂର୍ବନିପାତ, ଗିରିର ଖଣ୍ଡ) — ପାହାଡ଼ବିଶେଷ — Name of a hill
- ସଂ. ବି ( 6 ଷ୍ଠୀ ତତ୍; ପୂର୍ବନିପାତ, ଗିରିର ଖଣ୍ଡ) — [ଦ୍ର—ଖଣ୍ଡଗିରିପର୍ବତ ପୁରୀଜିଲ୍ଲାର ଭୁବନେଶ୍ୱରଠାରୁ ତିନି ମାଇଲ ପଶ୍ଚିମରେ ଅବସ୍ଥିତ। ଏହାର ଉଚ୍ଚତା 123 ଫୁଟ। ଏଥିରେ 19 ଗୋଟି ଗୁମ୍ପା ଅଛି। ଏହା ନିକଟକୁ ଲାଗି ଆଉ ଗୋଟିଏ ପାହାଡ଼ର ନାମ ଉଦୟଗିରି। ସେଥିରେ ମଧ୍ୟ କେତେ— ଗୋଟି ଗୁମ୍ପା ଅଛି; ଏ ଦୁଇ ପାହାଡ଼ ସାଧାରଣତଃ ଖଣ୍ଡଗିରି ନାମରେ ପରିଚିତ। ଗମ୍ପାମାନଙ୍କ କାରୁକାର୍ଯ୍ୟରୁ ସେ କାଳର ସାମାଜିକ ଓ ପାରିବାରିକ ଜୀବନର ପରିଚୟ ମିଳେ। ଏହାର ପ୍ରାକୃତିକ ଶୋଭା ବଡ଼ ମନୋରମ। ଏଠାରେ ଜୈନମାନଙ୍କର ମନ୍ଦିର ଅଛି। ମହାରାଜ ଐର ଓ ଖାରବେଳଙ୍କ ଧର୍ମାନୁଶାସକମାନ ଏଥିରେ କ୍ଷୋଦିତ ହୋଇଅଛି; ଏ ସ୍ଥାନର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର।] — [ଦ୍ର—ଖଣ୍ଡଗିରିପର୍ବତ ପୁରୀଜିଲ୍ଲାର ଭୁବନେଶ୍ୱରଠାରୁ ତିନି ମାଇଲ ପଶ୍ଚିମରେ ଅବସ୍ଥିତ ଏହାର ଉଚ୍ଚତା123ଫୁଟ ଏଥିରେ19ଗୋଟି ଗୁମ୍ପା ଅଛି ଏହା ନିକଟକୁ ଲାଗି ଆଉ ଗୋଟିଏ ପାହାଡ଼ର ନାମ ଉଦୟଗିରି ସେଥିରେ ମଧ୍ୟ କେତେ— ଗୋଟି ଗୁମ୍ପା ଅଛି; ଏ ଦୁଇ ପାହାଡ଼ ସାଧାରଣତଃ ଖଣ୍ଡଗିରି ନାମରେ ପରିଚିତ ଗମ୍ପାମାନଙ୍କ କାରୁକାର୍ଯ୍ୟରୁ ସେ କାଳର ସାମାଜିକ ଓ ପାରିବାରିକ ଜୀବନର ପରିଚୟ ମିଳେ ଏହାର ପ୍ରାକୃତିକ ଶୋଭା ବଡ଼ ମନୋରମ ଏଠାରେ ଜୈନମାନଙ୍କର ମନ୍ଦିର ଅଛି ମହାରାଜ ଐର ଓ ଖାରବେଳଙ୍କ ଧର୍ମାନୁଶାସକମାନ ଏଥିରେ କ୍ଷୋଦିତ ହୋଇଅଛି; ଏ ସ୍ଥାନର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର]