ଖଣ୍ଡଖଣ୍ଡ Khaṇḍakhaṇḍa

  • ଦେ. ଅ — ଟିକି ଟିକି — Small pieces; bits; lumps
  • ଦେ. ବିଣ — ଟିକି ଟିକି କରା ଯାଇଥିବା — Sliced into small pieces; cut into a small bits
  • ଦେ. ବିଣ — କରେ ରଣକାଣ୍ଡେ ଚାଣ୍ଡରେ ଖଣ୍ଡ ଖଣ୍ଡ—କୃଷ୍ଣସିଂହ. ମହାଭାରତ. ସଭା।