ଖଣ୍ଡକାବ୍ୟ Khaṇḍakābya
- ସଂ. ବି. (ଖଣ୍ଡ+କାବ୍ୟ) — ଏକ ବିଷୟାତ୍ମକ କ୍ଷୁଦ୍ର କାବ୍ୟ (ଯଥା—ସଂ. ମେଘଦୂତ, ଋତୁସଂହାର; ଓଡ଼ିଆ ଚିଲିକା, ପାର୍ବତୀ, ସୁବର୍ଣ୍ଣରେଖା) — A small poem or lyrical composition
- ସଂ. ବି. (ଖଣ୍ଡ+କାବ୍ୟ) — [ଦ୍ର—କାବ୍ୟର ଗୋଟିଏ ଅଂଶ ବା ଗୋଟିଏ ଘଟନାକୁ ଅବ— ଲମ୍ବନ କରି ଖଣ୍ଡକାବ୍ୟ ଲେଖା ହୋଇଥାଏ।]