ଖଣ୍ଡକଳା Khaṇḍakaḻā

  • ପ୍ରାଦେ. (ଗଡ଼ଜାତ) ବି. — ଏକଜାତୀୟ ବନ୍ୟ କୋଳିଗଛ — A kind of wild edible berry-plant
  • ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଏହା ପ୍ରାୟ 10 ଫୁଟ ଉଚ୍ଚ ହୁଏ। ଗଛରେ କଣ୍ଟା ନ ଥାଏ। ଏହାର ଡାଳ ସରୁ, କୋଳି ଗୋଲ, ପାଚିଲେ ନାଲି ଦିଶେ ଏବଂ କୋଳି ଭିତରେ ଗୋଟିଏ ବଡ ମଞ୍ଜି ଥାଏ। ପେନ୍ଥା— ପେନ୍ଥା ହୋଇ ଏ କୋଳି ଫଳେ ଏବଂ ଲୋକେ ଏହାକୁ ଖାଆନ୍ତି।] — [ଦ୍ର—ଏହା ପ୍ରାୟ10ଫୁଟ ଉଚ୍ଚ ହୁଏ ଗଛରେ କଣ୍ଟା ନ ଥାଏ ଏହାର ଡାଳ ସରୁ, କୋଳି ଗୋଲ, ପାଚିଲେ ନାଲି ଦିଶେ ଏବଂ କୋଳି ଭିତରେ ଗୋଟିଏ ବଡ ମଞ୍ଜି ଥାଏ ପେନ୍ଥା— ପେନ୍ଥା ହୋଇ ଏ କୋଳି ଫଳେ ଏବଂ ଲୋକେ ଏହାକୁ ଖାଆନ୍ତି]