ଖଣ୍ଡକଥା Khaṇḍakathā
- ସଂ. ବି. (ଖଣ୍ଡ+କଥା) — କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ ଗଳ୍ପ — A tale or story divided into sections (Wilson)
- ସଂ. ବି. (ଖଣ୍ଡ+କଥା) — ଛୋଟ ଗଳ୍ପ — Small story
- ସଂ. ବି. (ଖଣ୍ଡ+କଥା) — ଏକ ଶ୍ରେଣୀର କରୁଣରସ—ପ୍ରଧାନ ଗଳ୍ପ — A class of pathetic story
- ସଂ. ବି. (ଖଣ୍ଡ+କଥା) — [ଦ୍ର—ଏଥିରେ ମନ୍ତ୍ରୀ ବା ବ୍ରାହ୍ମଣ ନାୟକ ହୋଇ ଥାଏ ଓ ଚାରି ପ୍ରକାରର ବିରହ ଥାଏ; କଥାଟି ଶେଷ ନ ହେଉଣୁ ଗ୍ରନ୍ଥ ଶେଷ ହୋଇଯାଏ—ହି. ଶଦ୍ଦସାଗର।]
- ସଂ. ବି. (ଖଣ୍ଡ+କଥା) — ଉପନ୍ୟାସର ଏକ ଭେଦ — A class of novels
- ସଂ. ବି. (ଖଣ୍ଡ+କଥା) — [ଦ୍ର—ଏଥିର ପ୍ରତ୍ୟେକ ଖଣ୍ଡରେ ଗୋଟିଏ ପୂରା କାହାଣୀ ଥାଏ; କାହାଣୀମାନଙ୍କ ସଙ୍ଗେ ପରସ୍ପର ସମ୍ବନ୍ଧ ନ ଥାଏ। ଏହା ଦୁଇ ଶ୍ରେଣୀର ଯଥା—ସଜାତ୍ୟ ଓ ବିଜାତ୍ୟ,—ହି. ଶଦ୍ଦସାଗର।]