ଖଣି ଫିଟିବା Khaṇi phiṭibā

  • ଦେ. ବି — ଖଣିଗାତରେ ସଞ୍ଚିତ ଥିବା ଧାନ ଆଦି ବାହାରିବା ନିମନ୍ତେ ଖଣିରୁ ମାଟି କଢ଼ା ହେବା — Opening of a pit for bringing out the articles (paddy etc) stored therein
  • ଦେ. ବି — (ଯଥା—ଜ୍ୟେଷ୍ଠମାସରେ ଜମିଦାରଙ୍କର ଖଣି ଫିଟିବ ବୋଲି ଖାତକମାନେ ଚାହିଁ ବସିଅଛନ୍ତି।)