ଖଣା ଜଗାଇବା Khaṇā jagāibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଆଗରେ ଚାଲି ବାଟରେ ଥିବା ବଡ଼ବଡ଼ ଗାତ ଦେଖି ତାକୁ ସାବଧାନ କରାଇ ଦେବା — To warn a follower of pits on the road
  • ଦେ. କ୍ରି — ଅତି ଖାଲ ବାଟରେ ତୁ ଖଣା ଜଗାଇବୁ—ବଳରାମ. ରାମାୟଣ।