ଖଣା ଖୋଳିବା Khaṇā khaḻibā

  • ଦେ. କ୍ରି — ଭୂମି ଖୋଳି ଖଣି ବା ଗର୍ତ୍ତ କରିବା — To dig a large hole in the ground
  • ଦେ. କ୍ରି — (ଲକ୍ଷଣାର୍ଥ) ପରର ଅନିଷ୍ଟ ସାଧନ ନିମନ୍ତେ ଉପାୟ କରିବା — (figurative) To dig pits for (injuring) others