ଖଡ୍ଗୀନ Khaḍgīna

  • ବି. (ଖଡ୍ଗ+ବିଦ୍ଯମାନତା ଅର୍ଥରେ ଈନ) — ଗଣ୍ଡା — Rhinoceros
  • ବିଣ — ଖଡ୍ଗଧାରୀ — Armed with a sword
  • ବିଣ — ବଣା ସେ ଖଡ୍ଗୀନ ହୋଇ ଖଡ୍ଗୀନ ସଙ୍ଗତ, ବନ୍ଧାଇଲେ ଗୃହ ଶବରେଣ ସଙ୍ଗେ ମିତ। ଭଞ୍ଜ. ବୈଦେହୀଶବିଳାସ।