ଖଡ୍ଗହସ୍ତ Khaḍgahasta
- ସଂ. ବିଣ. ପୁଂ. (ବହୁବ୍ରୀହି; ଖଡ୍ଗ+ହସ୍ତ) — ଯେ ଖଣ୍ଡା ଧରି ଥାଏ — Holding a sword in hand
- ସଂ. ବିଣ. ପୁଂ. (ବହୁବ୍ରୀହି; ଖଡ୍ଗ+ହସ୍ତ) — ଖଡ୍ଗଦ୍ୱାରା ଅନ୍ୟକୁ ପ୍ରହାର କରିବାକୁ ଉଦ୍ୟତ — Ready to strike with the sword
- ସଂ. ବିଣ. ପୁଂ. (ବହୁବ୍ରୀହି; ଖଡ୍ଗ+ହସ୍ତ) — ଅନ୍ୟପ୍ରତି ବିଶେଷ କୋପିତ ବା ପ୍ରତିକୂଳ — Inimical; violently opposed
- ସଂ. ବିଣ. ପୁଂ. (ବହୁବ୍ରୀହି; ଖଡ୍ଗ+ହସ୍ତ) — କୌଣସି ମତ ବା ବ୍ଯକ୍ତିର ବିରୁଦ୍ଧାଚାରୀ; ବିରୁଦ୍ଧବାଦୀ — Holding a diametrically opposite view, leading a violent opposition against a view or a person