ଖଡ୍ଗମୃଗ Khaḍga mṛuga

  • ସଂ. ବି. (ମଧ୍ୟପଦଲୋପୀ; ଖଡ୍ଗବିଶିଷ୍ଟ ମୃଗ; ଖଡ୍ଗ+ମୃଗ) — ଗଣ୍ଡା — Rhinoceros
  • ସଂ. ବି. (ମଧ୍ୟପଦଲୋପୀ; ଖଡ୍ଗବିଶିଷ୍ଟ ମୃଗ; ଖଡ୍ଗ+ମୃଗ) — ଭଲ୍ଲୁକ ବ୍ୟାଘ୍ର ଖଡ୍ଗମୃଗ ଯେବା ସଞ୍ଚରେ ମହାରୋଗ। ଜଗନ୍ନାଥ. ଭାଗବତ।