ଖଡ୍ଗବନ୍ଧ Khaḍgabandha

  • ସଂ. ବି. — ଖଣ୍ଡା ଆକୃତିବିଶିଷ୍ଟ କ୍ଷେତ୍ରରେ ଅକ୍ଷର ସନ୍ନିବେଶ— ରୂପ ରଚନାବିଶେଷ — A kind of artificial composition, the letters being arranged to form a sword