ଖଡ୍ଗପୁଚ୍ଛୀ Khaḍga puchchī

  • ସଂ. ବିଣ. (ଖଡ୍ଗ+ପୁଚ୍ଛ+ଇନ; 1 ମା. 1 ବ — (ଆଧୁନିକ ବିଜ୍ଞାନ ପରିଭାଷା)—ଯେଉଁ ଜୀବର ଢାଲ ପରି ଦେହାବରଣ ତଳେ ଖଡ୍ଗାକାର ଶଳାକା ଥାଏ (ଯଥା— ସମୁଦ୍ରକଙ୍କଡ଼ା) (ପ୍ରକୃତିବାଦ) — (animals) Having a sword-like bone below the shield-like shell; Zyphosura