ଖଡ୍ଗପାଳି Khadgapāḻi

  • ସଂ. ବି.—( 6 ଷ୍ଠୀ ତତ; ଖଡ୍ଗ+ପାଳି) — ଖଣ୍ଡାର ତୀକ୍ଷ୍ଣଧାର — The edge of a sword
  • ସଂ. ବି.—( 6 ଷ୍ଠୀ ତତ; ଖଡ୍ଗ+ପାଳି) — ବନ୍ଦ୍ୟ କି ଖଡ଼ଗପାଳ ପଦଗ କରେ କଳଙ୍କ ବହି। ଭଞ୍ଜ. ବୈଦେହୀଶବିଳାସ।