ଖଡ୍ଗଧାରୀ Khaḍgadhārī

  • ସଂ. ବିଣ. ପୁଂ. (ଖଡ୍ଗ+ଧୃ ଧାତୁ+କର୍ତ୍ତୃ. ଈନ; 1 ମା. 1 ବ.) — ଯେ ଖଡ୍ଗ ଧରିଥାଏ — Holding a sword; armed with a sword