ଖଟ Khaṭa

  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ତୃଣ; ଘାସ — Grass
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ଟଙ୍କ ନାମକ ଶସ୍ତ୍ର; ଟାଙ୍ଗିଆ — A hatchet used as a weapon of offence; axe
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ପ୍ରହାର — Beating; assault
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ଖଙ୍କାର; କଫ — Phlegm
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ଅନ୍ଧକୂପ; ଅମୁହାଁକୂଅ — A dark dungeon; a blind well
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ମୁଠା; ମୁଷ୍ଟି — Closed fist
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ବଟାଳି — Chisel (M.W.)
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ହଳ — A plough (M.W.)
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ବିଧା; ମୁଥା — A blow with the closed doubled fist (Wilosn)
  • ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) — ଘର ଛୁଆଣି କରିବା ତୃଣ — Grass used to thatch houses (M.W.)
  • ଦେ. ବି (ସଂ. ଖଟ୍ୱା) — ଶୋଇବା ନିମନ୍ତେ କାଠରେ ତିଆରି ହୋଇଥିବା ଖୁରାଥିବା ଆସନ (ଏଥିରେ ବାଡ଼ ନ ଥାଏ) — Bedstead (without side- rails)
  • ଦେ. ବି (ସଂ. ଖଟ୍ୱା) — ଖାରା ଖଣ୍ଡଧାରା ଖଟ ବିଚାରି ଶୋଇଲୁ ରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଖ ଗୀତ।