ଖଟ୍ୱାଙ୍ଗୀ Khaṭwāṅgī

  • ସଂ. ବିଣ. ପୁଂ.—(ଖଟ୍ୱାଙ୍ଗ+କର୍ତ୍ତୃ. ଇନ 1 ମା. 1 ବ.) — ଖଟ୍ୱାଙ୍ଗଧର (ଦେଖ) — Khaṭwāṅgadhara (See)
  • ସଂ. ବି. — ଶିବ — Ṡiba