ଖଟ୍ଖଟିଆ Khaṭkhaṭiā

  • ପ୍ରାଦେ. (ସମ୍ବଲପୁର) ବି. — ଏକପ୍ରକାର ଲତା — A kind of creeper
  • ପ୍ରାଦେ. (ସମ୍ବଲପୁର) ବି. — [ଦ୍ର—ଏହାର ଛୁଇଁର ମଞ୍ଜି ସୁବାସଯୁକ୍ତ। ଏହାର ମଞ୍ଜିକୁ ମାଇପେ ମଥାଘସା ସଙ୍ଗେ ମସଲାରୂପେ ବାଟି ବ୍ଯବହାର କରନ୍ତି।]
  • ଦେ. ବିଣ. — କଳିହା; କଳିହୁଡ଼ା — Quarrelsome