ଖଟୁଳିରେ ବସାଇବା Khaṭuḻire basāibā

  • ଦେ. କ୍ରି. (ଲକ୍ଷଣାର୍ଥ ଖଟୁଳିରେ ଦେବତାଙ୍କୁ ବସାଇ ପୂଜା କରା ଯିବାରୁ) — କୌଣସି ବ୍ଯକ୍ତି ବା ପଦାର୍ଥକୁ ବିଶେଷ ଆଦର ସହିତ ପୂଜା ବା ସମ୍ମାନ କରିବା — To permit a person to sit idle; not to allow a person to do anything