ଖଟିଯିବା Khaṭij̄ibā

  • ପ୍ରାଦେ. (ଗଞ୍ଜାମ; ସମ୍ବଲପୁର) କ୍ରି — ବାଲିକା ରଜସ୍ୱଳା ହେବା ପରେ ପ୍ରଥମେ ଶାଶୁ ଘରକୁ ଯିବା; ପହିଲିପାଳି ଯିବା — (said of a girl) To go to live with the husband after the appearance of menses