ଖଟା ଖାଇଲାପରି ମୁହଁ କରିବା Khaṭā khāilāpari muhañ karibā

  • ଦେ. କ୍ରି. (ଲକ୍ଷଣାର୍ଥ) — ଭ୍ରୂକୁଟି କରିବା; ମୁଖ ଭଙ୍ଗିଦ୍ୱାରା ଅସନ୍ତୋଷ; ବିରକ୍ତି ବା ଅନିଚ୍ଛା ଆଦି ପ୍ରକାଶ କରିବା; ଅପ୍ରସନ୍ନ ହେବା — To scowl; to frown; to give vent to one's displeasure