ଖଟପୁଆ Khaṭapuā

  • ପ୍ରାଦେ. (ସମ୍ବଲପୁର) ବି (ସଂ. ଖଟ୍ୱା+ପାଦ) — ଖଟଖୁରା — The legs of a bedstead
  • ପ୍ରାଦେ. (ସମ୍ବଲପୁର) ବି (ସଂ. ଖଟ୍ୱା+ପାଦ) — ସି ସି ଧି ଧି ହୋଇଅଛି ବେନି ଖଟପୁଆ—ପ୍ରାଚୀ. ବ୍ରହ୍ମନିରୂପଣଗୀତା ।