ଖଟଣିକାର Khaṭaṇikāra

  • ଦେ. ବି — ଖଟଣିକିଙ୍କର (ଦେଖ) — Khaṭaṇikiṅkara (See)
  • ଦେ. ବି — ଯାହାର ଆଜ୍ଞାରେ ଆସି ଦଶଦିଗପାଳ ଖଟଣିକାର ହୋଇ ଖଟନ୍ତି ପାଦତଳ—ପୀତାମ୍ବର. ନୃସିଂହପୁରାଣ।