ଖଟଣିକିଙ୍କର Khaṭaṇikiṇkara

  • ଦେ. ବି — ରାଜା ଓ ଦେବତାଙ୍କ ସେବାରେ ନିଯୁକ୍ତ ଚାକର — Servants of a king or a Deity
  • ଦେ. ବି — ଖଟଣିକିଙ୍କରଙ୍କର ମେଳେ ଖଟିଥିବ ଯେ ତୋ ଖଟତଳେ— କବିସୂର୍ଯ୍ୟ. କବିତା।
  • ଦେ. ବି — ରାଜାଙ୍କର ପ୍ରାତ୍ୟହିକ ଦୈହିକ ନୀତି ବା ସେବା କରିବା ଚାକର; ଶ୍ରୀଅଙ୍ଗଲଗା ସେବକ — Servants doing the different duties connected with the bodily services of a Rājā
  • ଦେ. ବି — ଖଟଣିକିଙ୍କର ପାଦେ ହୋଇ ତୋର ତ୍ରିଦିବ ମଣନ୍ତି ତୃଣ— ରାଧାନାଥ. ଯଯାତି।
  • ଦେ. ବି — ଆଜ୍ଞାକାରୀ ଭୃତ୍ୟ; ଅର୍ଦ୍ଦଳି ଚାକର — 'Orderly' servant; one who carries out Rāja's orders