ଖଟଣି ଫୁଲ Khaṭaṇi phula

  • ଦେ. ବି — ସେବକ ନିୟମିତରୂପେ ଦେବତା ଓ ରାଜା ଆଦିଙ୍କୁ ଦେବା ଫୁଲ — Flower for the daily use of a king or Deity
  • ଦେ. ବି — ତୋ ଖଟଣି ଫୁଲ ମୋର, ଏଣୁ ଭଲ ବାଞ୍ଛା ତୋର— ଭଞ୍ଜ. ଲାବଣ୍ୟବତୀ।