ଖଞ୍ଜିଆ Khan̄jiā

  • ଦେ. ବିଣ. ପୁଂ — ତାକତରକିଆ; ଯେଉଁ ବ୍ଯକ୍ତି ଖଞ୍ଜ ଉଣ୍ଡି କାମ କରେ — One who knows to successfully watch proper opportunities
  • ଦେ. ବିଣ. ପୁଂ — କୌଶଳୀ; ଯେ କୌଶଳରେ କାର୍ଯ୍ୟ ହାସଲ କରେ — Artful; tactful